ଧରାପଡ଼ିଲା ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍‌: ୧୬ ଲକ୍ଷ ଟଙ୍କା ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ଧରାପଡ଼ିଲା ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍‌: ୧୬ ଲକ୍ଷ ଟଙ୍କା ଜବତ

777

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ବାଲେଶ୍ୱରରେ ହୋଇଥିବା ସିରିଜ୍ ଏଟିଏମ୍ ଲୁଟ୍ ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ମାଷ୍ଟର ମାଇଣ୍ଡ ଅଜୟ କୁମାର ମହାନ୍ତି ସହିତ ଆଉ ତିନି ଜଣଙ୍କୁ ପୁଲିସ୍ ଗିରଫ କରିଛି।

ଏହି ଏଏଟିଏମ୍‌ ଲୁଟେରା ଗ୍ୟାଙ୍ଗ୍‌ ନିକଟରୁ ୧୬ ଲକ୍ଷ ଟଙ୍କା, ୩ଟି ମୋଟର ସାଇକେଲ୍ ଓ ଗୋଟିଏ ବୋଲେରୋ ଜବତ କରାଯାଇଛି। ଏହାସହିତ ସୁନା ଅଳଙ୍କାର ଏବଂ କିଛି ମୋବାଇଲ୍ ବି ଜବତ ହୋଇଛି।

ଗତକାଲି ବାଲେଶ୍ୱର ଏସ୍‌ପି ବି. ଯୁଗଳ କିଶୋର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିଲେ।



from Odisha Reporter https://ift.tt/2JQVuEa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages