ଓଡ଼ିଶାର ୧୦,୭୯୨ ବୁଥ୍‌ରେ କାଲି ହେବ ଭୋଟ ଗ୍ରହଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଓଡ଼ିଶାର ୧୦,୭୯୨ ବୁଥ୍‌ରେ କାଲି ହେବ ଭୋଟ ଗ୍ରହଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ। ୬ ଲୋକସଭା ଓ ତତ୍‌ସଂଲଗ୍ନ ବିଧାନସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଥିବା ବେଳେ ଅନେକ ହେବିୱେଟ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଏହି ପର୍ଯ୍ୟାୟରେ। ତେବେ ଏହି ପର୍ଯ୍ୟାୟରେ ହେଉଥିବା ଭୋଟଗ୍ରହଣର ସବିଶେଷ ତଥ୍ୟ ଆସନ୍ତୁ ଜାଣିବା।

  1. ୧୦,୭୯୨ ବୁଥ୍‌
  2. ଲୋକସଭା ପ୍ରାର୍ଥୀ- ୫୨(୪୦ ପୁରୁଷ, ୧୨ ମହିଳା)
  3. ବିଧାନସଭା ପ୍ରାର୍ଥୀ- ୩୩୬(୩୦୧ ପୁରୁଷ, ୩୪ ମହିଳା,୧ କିନ୍ନର)
  4. ମୋଟ ଭୋଟର- ୯୫ ଲକ୍ଷ୍ୟ ୬୫୩
  5. କିନ୍ନର ଭୋଟର- ୫୯୫
  6. ୧୫୪୫୦ ବେତନଭୋଗୀ ଭୋଟର
  7. ୭୨୩୬୩  ପୋଲିଂ କର୍ମଚାରୀ
  8. କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ୧୦୫ ବୁଥ୍‌
  9. ମତଦାନ କାର୍ଯ୍ୟରେ ଲାଗିଛି ୧୦,୩୨୬ ଗାଡି
  10. ୩୦୯୨ ବୁଥ୍‌ ସମ୍ବେଦନଶୀଳ
  11. ୫୫୪ ସିସିଟିଭି
  12. ୫୯୫ ମାଇକ୍ରୋ ଅବ୍‌ଜର୍ଭର
  13. ଜିପିଏସ୍‌ ନିରୀକ୍ଷଣରେ ୧୨୧୬ ଗାଡି
  14. ୧୮୬୪୫୫ ଭିନ୍ନକ୍ଷମ ଭୋଟର
  15. ୨୧୬୨୮ ଭିନ୍ନକ୍ଷମଙ୍କ ନିମିତ୍ତ ସ୍ୱେଚ୍ଛାସେବୀ


from Odisha Reporter http://bit.ly/2PyMvXq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages