
ଶ୍ରୀନଗର: ଜମ୍ମୁ କଶ୍ନୀର ଶୋପିଆନ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶନିବାର ବିଳମ୍ବିତ ରାତ୍ରୀରେ ସୁରକ୍ଷା କର୍ମୀ ଗହଣ୍ଡ ନାମକ ଗାଁରେ ସର୍ଚ୍ଚ ଅପରେସନ କରୁଥିଲେ। ଏହା ପରେ ହଠାତ୍ ସୁରକ୍ଷା କର୍ମୀଙ୍କ ଉପରକୁ ଦୁଇ ଆତଙ୍କବାଦୀ ଗୁଳି ଚଳାଇଥିଲେ। ପରେ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା।
from Odisha Reporter http://bit.ly/2P5QpqJ
No comments:
Post a Comment