
ବାଙ୍କୀ(ସଞ୍ଜିପ୍ କୁମାର ନାୟକ): ବାଙ୍କୀ କଂଗ୍ରେସ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ଏନ୍ଏସିର ୧୧ ନମ୍ୱର ୱାର୍ଡର ଶତାଧିକ ମହିଳା ବିଜେଡିକୁ ବାଏ ବାଏ କରି କଂଗ୍ରେସରେ ଯୋଗ ଦେଇଛନ୍ତି।
କଂଗ୍ରେସ ପ୍ରାର୍ଥୀ ଡ. ଦେବାଶିଷ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ଶତାଧିକ ମହିଳା କଂଗ୍ରେସରେ ମିଶିଛନ୍ତି। ବିଭିନ୍ନ ଯୋଜନାରେ ବିଜେଡିର ଦୁର୍ନୀତି ଅଭିଯୋଗ ଆଣି ମହିଳାକାମାନେ ବିଜେଡି ବିରୋଧରେ ବିଷୋଦଗାର କରିତିଲେ।
from Odisha Reporter http://bit.ly/2IyAHDb
No comments:
Post a Comment