ବିଜେପିର ପ୍ରତିଶ୍ରୁତି ଆକାଶ କୟାଁ, ଚିଲିକା ମାଛ ସଦୃଶ : ଭର୍ତ୍ତୃହରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ବିଜେପିର ପ୍ରତିଶ୍ରୁତି ଆକାଶ କୟାଁ, ଚିଲିକା ମାଛ ସଦୃଶ : ଭର୍ତ୍ତୃହରି

କଟକ (ବିବର୍ତ୍ତନ ପଣ୍ଡା) : ଏକ ଟଙ୍କାରେ ଖାଦ୍ୟସାଗ୍ରୀ ଦେବା ନେଇ ଧର୍ମେନ୍ଦ୍ରଙ୍କ ପ୍ରତିଶ୍ରୁତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ବିକଳ ହୋଇ ପ୍ରତିଶ୍ରୁତି ଦେବାରେ ଯଥାର୍ଥତା ନାହିଁ ବୋଲି ଭର୍ତ୍ତୃହରି କହିଛନ୍ତି।

ବିଜେପିର ଏହି ଘୋଷଣା ଆକାଶ କୟାଁ, ଚିଲିକା ମାଛ ସଦୃଶ ବୋଲି ସେ କହିଛନ୍ତି। ଓଡ଼ିଶାବାସୀ ଏହି ପ୍ରତିଶ୍ରୁତିକୁ ବିଶ୍ୱାସ କରିବେନାହିଁ। ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଟଙ୍କାକରେ ୫ କେଜି ଚାଉଳ ସହ ଅଧ କିଲୋ ଡାଲି ଓ ଲୁଣ ଦିଆଯିବ ବୋଲି ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ।



from Odisha Reporter http://bit.ly/2UVM2nb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages