‘ମତଦାନ ପରେ ମୋଦିଙ୍କ ପ୍ରତିକ୍ରିୟା ଆଚରଣ ବିଧି ଉଲ୍ଲଂଘନ କରୁଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

‘ମତଦାନ ପରେ ମୋଦିଙ୍କ ପ୍ରତିକ୍ରିୟା ଆଚରଣ ବିଧି ଉଲ୍ଲଂଘନ କରୁଛି’

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅହମଦାବାଦରେ ମତଦାନ କରିବା ପରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଏବଂ ଖୋଲା ଜିପରେ ବସି ରାସ୍ତାରେ ଯିବା ବେଳେ ଲୋକଙ୍କୁ ହାତ ଯୋଡ଼ି ନମସ୍କାର ହେବା ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏହାପରେ ନିର୍ବାଚନ କମିଶନ ଗୁଜରାଟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ରିପୋର୍ଟ ମାଗିଛନ୍ତି।
 

ଭୋଟ ଦେବା ପରେ ପ୍ରଧାନମନ୍ତ୍ରୀ କହିଥିଲେ ଆତଙ୍କବାଦୀଙ୍କ ଆଇଇଡିର ଜବାବ ପ୍ରତିଟି ଭୋଟର ଆଇଡି କାର୍ଡରେ ରହିଛି। ତେଣୁ ସମସ୍ତେ ଭୋଟ ଦେଇ ଗଣତନ୍ତ୍ରକୁ ମଜବୁତ କରିବା ପଇଁ ଆହ୍ୱାନ କରିଥିଲେ।


from Odisha Reporter http://bit.ly/2Ppq3Qw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages