ଲାଞ୍ଚ ନେବାବେଳେ ଧରାପଡ଼ିଲେ ଅମିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ଲାଞ୍ଚ ନେବାବେଳେ ଧରାପଡ଼ିଲେ ଅମିନ

କେନ୍ଦୁଝର (ପ୍ରଣୟ ପାଣି): ୧୦ ହଜାର ଟଙ୍କା ଲାଞ୍ଚ ନେବା ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦୁଝର ଟାଉନ୍‌ ପ୍ଲାନିଂ କାର୍ଯ୍ୟାଳୟର ଅମିନ ଅନ୍ତର୍ଯ୍ୟାମୀ ଦାସ। ତାଙ୍କୁ ଗିରଫ କରାଯାଇଛି।

କେନ୍ଦୁଝର ସହରର ଜଣେ ବ୍ୟକ୍ତିଙ୍କ ଘରର ପ୍ଲାନ୍ ଅନୁମୋଦନ ପାଇଁ ଅନ୍ତର୍ଯ୍ୟାମୀ ୧୦ ହଜାର ଟଙ୍କା ମାଗିଥିଲେ। ଆଜି ସେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ଭିଜିଲାନ୍ସ ବିଭାଗ ପକ୍ଷରୁ ଅନ୍ତର୍ଯ୍ୟାମୀଙ୍କ ଅଫିସ୍‌ ଏବଂ କେନ୍ଦୁଝର ଘରେ ଏକା କାଳୀନ ଚଢ଼ାଉ କରାଯାଇଥିଲା।

ଦୀର୍ଘଦିନ ଧରି ଅନ୍ତର୍ଯ୍ୟାମୀଙ୍କ ନାଁରେ ଅଭିଯୋଗ ହେଇ ଆସୁଥିଲା। ହେଲେ ଆଜି ଭିଜିଲାନ୍ସ ତାଙ୍କୁ ଧରିଛି।



from Odisha Reporter http://bit.ly/2Vmrp0w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages