ବସ୍‌ ଷ୍ଟାଣ୍ଡରୁ ମିଳିଲା ୮୭ଟି ଜୀବନ୍ତ ବୋମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ବସ୍‌ ଷ୍ଟାଣ୍ଡରୁ ମିଳିଲା ୮୭ଟି ଜୀବନ୍ତ ବୋମା

କଲମ୍ବୋ: ଶ୍ରୀଲଙ୍କା ଉପରୁ ଆତଙ୍କର କଳାବାଦଲ ହଟିବାର ନାଁ ନେଉନାହିଁ। ଆଜି ସର୍ଚ୍ଚ ଅପରେଶନ ବେଳେ କଲମ୍ବୋର ପେଠା ଅଞ୍ଚଳରେ ଥିବା ସେଣ୍ଟ୍ରାଲ୍‌ ବସ୍‌ ଷ୍ଟାଣ୍ଡରୁ ୮୭ଟି ଜୀବନ ବୋମା ଜବତ କରାଯାଇଛି। ପୁଲିସ୍‌ ପ୍ରଥମେ ବସ୍‌ ଷ୍ଟାଣ୍ଡ ନିକଟରେ ଥିବା ପଡ଼ିଆରୁ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଥିବା ୧୨ଟି ବୋମା ଜବତ କରିଥିଲା। ଏହାପରେ ସର୍ଚ୍ଚ ଅପରେଶନ କରାଯିବା ସମୟରେ ଆଉ ୭୫ଟି ବୋମା ଜବତ ହୋଇଛି।

ଗତକାଲି ଆତଙ୍କବାଦୀମାନେ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ସିରିଜ୍‌ ବୋମା ବିସ୍ଫୋରଣ କରିଥିଲେ। ଏଥିରେ ବର୍ତ୍ତମାନ ସୁଦ୍ଧା ୨୯୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାପଛରେ ସ୍ଥାନୀୟ ଇସଲାମିଷ୍ଟ ଗ୍ରୁପ୍‌ର ହାତ ଥିବା ଜଣାପଡ଼ିଛି।



from Odisha Reporter http://bit.ly/2ZqVy19

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages