ସବୁ ପ୍ରମାଣପତ୍ର ଥାଇ ଭୋଟ୍‌ ଦେଇ ପାରିଲେନି ମହିଳା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ସବୁ ପ୍ରମାଣପତ୍ର ଥାଇ ଭୋଟ୍‌ ଦେଇ ପାରିଲେନି ମହିଳା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ ପ୍ରମାଣପତ୍ର ଥାଇ ବି ଭୋଟର ତାଲିକାରେ ନାଁ ନ ଥିବାରୁ ଭୋଟ୍ ଦାନରୁ ବଞ୍ଚିତ ହୋଇଛନ୍ତି ଜଣେ ମହିଳା। ମହିଳା ଜଣଙ୍କ ଭୋଟଦାନ କେନ୍ଦ୍ରକୁ ଯାଇ ନିରାଶ ହୋଇ ଫେରିବା ପରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି। ଏମିତିକ ଉକ୍ତ ଭୋଟର ଜଣକ ସିଇଓଙ୍କ ଅଫିସ ଆଗରେ ଧାରଣା ମଧ୍ୟ ଦେଇଥିଲେ।

ଉକ୍ତ ମହିଳା ହେଲେ ଜୟଦେବ ନିର୍ବାଚନମଣ୍ଡଳୀର ୧୧୧ ନମ୍ବର ବୁଥର ଦେବୀଦାସୀ ମହାନ୍ତି

ଭୋଟର କାର୍ଡ ସହ ୧୨ଟି ପ୍ରମାଣପତ୍ର ତାଙ୍କ ପାଖରେ ରହିଥିବା ସତ୍ୱେ ଭୋଟର ଲିଷ୍ଟରେ ନାଁ ନ ଥିବାରୁ ସେ ଭୋଟ ଦେଇ ପାରି ନ ଥିବା ଜଣାପଡିଛି। ଏମିତିକି ତାଙ୍କ ନାଁ ଭୋଟର ଲିଷ୍ଟରେ ଉଠାଇବାକୁ ସେ ଆବେଦନ କରିବା ସହ ସିଇଓଙ୍କ ଅଫିସକୁ ମଧ୍ୟ ପୂର୍ବରୁ ଯାଇଥିଲେ। ହେଲେ ତାଲିକାରେ ନ ଉଠି ନ ଥିବାରୁ ସାମ୍ବିଧାନିକ ଅଧିକାରରୁ ସେ ବଞ୍ଚିତ ହୋଇଥିବା କହିଛନ୍ତି।

ମହିଳା ଜଣକ ପୂର୍ବତନ କର୍ପୋରେଟର।



from Odisha Reporter http://bit.ly/2IRTs4L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages