୨୫ରେ ଓଡ଼ିଶାର ୯ଟି ବୁଥ୍‌ରେ ହେବ ସାନି ମତଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

୨୫ରେ ଓଡ଼ିଶାର ୯ଟି ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ କାରଣରୁ ୯ଟି ବୁଥ୍‌ରେ ମତଦାନ ବେଳେ ବିଭ୍ରାଟ୍‌ ଦେଖାଦେଇଥିଲା। ଯେଉଁଥିପାଇଁ ସେଠାରେ ମତଦାନ ବନ୍ଦ ରହିଥିଲା। ଏଠାରେ ଆସନ୍ତା ୨୫ ତାରିଖରେ ପୁନଃ ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ସୁନ୍ଦରଗଡ଼ରେ ୨, କନ୍ଧମାଳରେ ୨, ବରଗଡ଼ରେ ୪, ଆସିକାରେ ୧ଟି ବୁଥ୍‌ରେ ସାନ ମତଦାନ ହେବ। ସେଗୁଡ଼ିକ ହେଲା- ବଣାଇ ବିଧାନସଭା ୧୨୯ ନଂ ଉପରପଡ଼ା କେନ୍ଦ୍ରିକେଲା ବୁଥ୍‌, ସୁନ୍ଦରଗଡ଼ ବିଧାନସଭା ୨୧୩ ନଂ ରଙ୍ଗଢିପା ବୁଥ୍‌, ଦଶପଲ୍ଲା ୨୧୦ ବାହାଡଝୋଲା, ୨୨୨ ବେତନଟୀ ବୁଥ୍, ଅତାବିରା ୨୩୫ ନଂ ଅରେଇଗୁଡ଼ି ବୁଥ୍‌ ରହିଛି। ସେହିପରି ବରଗଡ଼ ୬୮ ନଂ ଶକ୍ତିନଗର ବୁଥ୍, ପଦମପୁର ୧୬ନଂ ଡାଭା, ବ୍ରଜରାଜନଗର ୨୫୪ ନଂ ଚାରମାଳ ବୁଥ୍ ଓ ସୋରଡ଼ା ବିଧାନସଭା ୧୮୨ ନଂ ରେଣ୍ଟି ବୁଥ୍‌ରେ ଆସନ୍ତା ୨୫ ତାରିଖରେ ସାନି ମତଦାନ ହେବ।



from Odisha Reporter http://bit.ly/2VoO6o0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages