ଏସିଆନ୍ ବକ୍ସିଂ ଚାମ୍ପିୟନଶିପ୍‌: ଭାରତ ପାଇଁ ୪ ପଦକ ପକ୍କା କଲେ ବକ୍ସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ଏସିଆନ୍ ବକ୍ସିଂ ଚାମ୍ପିୟନଶିପ୍‌: ଭାରତ ପାଇଁ ୪ ପଦକ ପକ୍କା କଲେ ବକ୍ସର

ବ୍ୟାଙ୍କକ: ଏଠାରେ ଚାଲିଥିବା ଏସିଆନ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ବକ୍ସରଙ୍କ ଦବଦବା ଜାରି ରହିଛି। ଏହି ଚାମ୍ପିୟନଶିପ୍‌ରେ ଭାରତର ୪ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗର ଫାଇନାଲ୍‌ରେ ପ୍ରବେଶ କରି ଦେଶ ପାଇଁ ପଦକ ପକ୍କା କରିଛନ୍ତି।

ପୁରୁଷ ବିଭାଗର ୫୬ କେଜି ବର୍ଗରେ କାଭିନ୍ଦର ସିଂହ ବିଷ୍ଟ, ୪୯ କେଜି ବର୍ଗରେ ଦୀପକ ସିଂହ ଓ ୭୫ କେଜି ବର୍ଗରେ ଆଶୀଷ କୁମାର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ପୂଜା ରାଣି ମହିଳା ବର୍ଗର ୭୫ କେଜ ଇଭେଣ୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ତେବେ ମହିଳା ୬୦ କେଜି ବର୍ଗରେ ଭେଟରାନ୍‌ ଏଲ୍‌ ସରିତା ଦେବୀ ଓ ୫୪ କେଜି ବର୍ଗରେ ମନୀଷା ବ୍ରୋଞ୍ଜ ପଦକରେ ହିଁ ସନ୍ତୁଷ୍ଟ ହୋଇଛନ୍ତି।



from Odisha Reporter http://bit.ly/2GveTWm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages