ବାରମ୍ବାର ଖରାପ ହେଲା ଇଭିଏମ୍‌, ଖରାରେ ସିଝିଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ବାରମ୍ବାର ଖରାପ ହେଲା ଇଭିଏମ୍‌, ଖରାରେ ସିଝିଲେ ଲୋକେ

ବାଙ୍କୀ(ସଞ୍ଜୀବ ନାୟକ): ତୃତୀୟ ପର୍ଯ୍ୟାୟ ନିର୍ବାଚନରରେ ମତାଧିକାର ସାବ୍ୟସ୍ତ କରିବାକୁ ଆସିଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀର ଅନେକ ଜାଗାରେ ଭିଭି ପ୍ୟାଟ୍‌ ହେଉ କି ଇଭିଏମ ମେସିନ, ଘଣ୍ଟା ଘଣ୍ଟା ଧରି ଖରାପ ହେବା ଯୋଗୁ ଭୋଟରଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ହଲେ ଘଣ୍ଟା ଘଣ୍ଟା ଧରି ଖରା ତାତିକୁ ଖାତିର ନ କରି ମତଦାତା ମତାଧିକାର ସାବ୍ୟସ୍ତ କରିଛନ୍ତି । ଅପର ପଟେ ନୂଆ ଭୋଟରମାନେ ଆଜିର ଏହି ନିର୍ବାଚନରେ ନିଜର ମତଦାନ ପାଇଁ ବହୁ ଆଗ୍ରହ ପ୍ରକାଶ କରି ଖରାକୁ ଖାତିର ନ କରି ଧାଡିରେ ଛିଡା ହୋଇ ରହିଥିବା ଦେଖିବାକୁ ମିଳିଥିଲା। ବାଙ୍କୀ ନିର୍ବାଚନ ମଣ୍ଡଳୀର ଅନେକ ବୁଥ୍‌ରେ ନୂଆ ଭୋଟରଙ୍କୁ ଦେଖିବାକୁ ମିଳିଥିଲା।

ସେପଟେ ବିଜେପି ବିଧାୟକ ପାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ ଏଭଳି ଇଭିଏମ ମେସିନ ଖରାପ ରହିବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସରକାରଙ୍କୁ ସିଧା ସଳଖ ଦାୟୀ କରିଛନ୍ତି।



from Odisha Reporter http://bit.ly/2Zrszu2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages