୨୫ରେ ରୋଡ୍ ଶୋ, ୨୬ରେ ବାରଣାସୀରେ ନାମାଙ୍କନ ଭରିବେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

୨୫ରେ ରୋଡ୍ ଶୋ, ୨୬ରେ ବାରଣାସୀରେ ନାମାଙ୍କନ ଭରିବେ ମୋଦି

ନୂଆଦିଲ୍ଲୀ: ୨୬ରେ ପ୍ରଧାନମନ୍ତ୍ରୀ ବାରଣାସୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିବେ ବୋଲି ସୂଚନା ଦେଇଛନ୍ତି ବିଜେପି ସଭାପତି ଅମିତ ଶାହ। ଏହାପୂର୍ବରୁ ୨୫ ତାରିଖରେ ମୋଦି ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି।
 
ନାମାଙ୍କନ ଭରିବା ବେଳେ ଏନଡିଏରେ ସାମିଲ ଥିବା ଦଳ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର, ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଏବଂ ଅକାଳି ଶିରୋମଣୀ ଦଳର ସଭାପତି ସୁଖବୀର ସିଂହ ବାଦଲ ପ୍ରମୁଖ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି ଅମିତ୍ ଶାହ। 

 
ସୂଚନାଯୋଗ୍ୟ, ସପ୍ତମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ବାରଣାସୀ ଆସନ ପାଇଁ ମତଦାନ ହେବ।


from Odisha Reporter http://bit.ly/2UPl4P4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages