୬ ଲକ୍ଷ ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ୱାର୍ଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

୬ ଲକ୍ଷ ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ୱାର୍ଡ଼

ଜଗତସିଂହପୁର,(ଓଡ଼ିଶା ରିପୋର୍ଟର) ଅଜଣା ବ୍ୟକ୍ତିଙ୍କଠାରୁ ଟଙ୍କା ଜବତ କଲେ ଫ୍ଲାଇଂ ସ୍କ୍ୱାର୍ଡ଼। ଜଗତସିଂହପୁର-କଟକ ପାରାଦୀପ ରାସ୍ତାର ଚୌଧୁରୀଗଡ଼ା ନିକଟରୁ  ମଙ୍ଗଳବାର ଅପରାହ୍ନରେ ୬ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ଟିମ୍ ।

ସୂଚନା ମୁତାବକ, ଜଣେ ବ୍ୟକ୍ତି କାରରେ ଏହି ଟଙ୍କା ନେଇ ଯାଉଥିବାବେଳେ ଫ୍ଲାଇଂ ସ୍କ୍ବାର୍ଡ ଦ୍ୱାରା ଧରାପଡିଯାଇଥିଲେ । ତେବେ ଏତେ ପରିମାଣରେ ଟଙ୍କା କେଉଁଠୁ ଅସିଲା, ସେନେଇ ଉପଯୁକ୍ତ  କାଗଜପତ୍ର ଦେଖାଇନପାରିବାରୁ ସମସ୍ତ ଟଙ୍କା ଜବତ କରିଛି ଟିମ୍।



from Odisha Reporter http://bit.ly/2XF43UM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages