ପ୍ରଥମ ଭାରତୀୟ ଭାବେ ପ୍ରସିଦ୍ଧ ମାଡିସନ୍‌ ସ୍କୋୟାର ଗାର୍ଡେନରେ ଲଢ଼ିବେ ବଜରଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ପ୍ରଥମ ଭାରତୀୟ ଭାବେ ପ୍ରସିଦ୍ଧ ମାଡିସନ୍‌ ସ୍କୋୟାର ଗାର୍ଡେନରେ ଲଢ଼ିବେ ବଜରଙ୍ଗ

ୱାଶିଂଟନ୍‌: ଭାରତର ପ୍ରଥମେ ରେସଲର ଭାବେ ବଜରଙ୍ଗ ପୁନିଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ଆସନ୍ତା ମେ’ ୬ ତାରିଖରେ ଆମେରିକାର ପ୍ରସିଦ୍ଧ ମାଡିସନ୍‌ ସ୍କୋୟାର ଗାର୍ଡେନ୍‌ରେ ଲଢ଼େଇ କରିବେ।

୨୫ ବର୍ଷୀୟ ବଜରଙ୍ଗ ଏସିଆନ ରେସଲିଂ ଚାମ୍ପିୟନଶିପ୍‌ର ୬୫ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ। ଏହାପରେ ଆମେରିକାନ୍‌ ଗଭର୍ଣ୍ଣିଂ ବଡି ତାଙ୍କୁ ଲଢ଼େଇ କରିବାକୁ ନିମନ୍ତ୍ରଣ କରିଛି। ସେ ପ୍ରଥମ ଭାରତୀୟ ଭାବେ ‘ଗ୍ରାପେଲ ଆଟ୍‌ ଦ ଗାର୍ଡେନ-ବିଟ୍‌ ଦ ଷ୍ଟ୍ରିଟ୍‌’ରେ ଭାଗନେବେ। ବଜରଙ୍ଗ ଏବେ ୬୫ କେଜି ବର୍ଗର ରେସଲରଙ୍କ ମଧ୍ୟରେ ନଂ ୧ରେ ରହିଛନ୍ତି।

ମେ’୬ରେ ବଜରଙ୍ଗଙ୍କ ଲଢ଼େଇ ୨ ଥର ଆମେରିକାର ନ୍ୟାଶନାଲ ଚାମ୍ପିୟନ ୟାନ୍ନି ଡାଇକୋମାହିଲ୍‌ଙ୍କ ସହ ହେବ। ୨୦୧୦ରୁ ଏହି ଇଭେଣ୍ଟରେ ଅନ୍ତର୍ଜାତୀୟ ରେସଲର ମାନେ ଲଢ଼େଇ କରୁଛନ୍ତି। ଏଠାରେ ବଡ଼ ବଡ଼ ଖେଳାଳିଙ୍କୁ ଲଢ଼େଇ କରିବାକୁ ସୁଯୋଗ ମିଳିଥାଏ।



from Odisha Reporter http://bit.ly/2XOcCMT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages