
ଭୁବନେଶ୍ବର (ଓଡ଼ିଶା ରିପୋର୍ଟର) :ଦଳୀୟ ଟିକେଟରୁ ବଞ୍ଚିତ ବିଜେଡି ନେତା ବିଜୟ ନାୟକଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ଆଜି ନିଯୁକ୍ତି ମିଳିଛି। ତାଙ୍କୁ ଗତ ସପ୍ତାହରେ ବିଜେପୁର ନିର୍ବାଚନ ମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଥିଲା। ଶ୍ରୀ ନାୟକ ଏବେ ବିଜେଡି ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ଦଳର ମିଡିଆ ମ୍ୟାନେଜମେଣ୍ଟ ଦାୟିତ୍ୱରେ ଅଛନ୍ତି। ସେ ବରୀ ବିଧାନସଭା ଆସନରୁ ଦଳୀୟ ଟିକେଟ ଆଶାୟୀ ଥିଲେ।
from Odisha Reporter http://bit.ly/2IdraSD
No comments:
Post a Comment