ଦେନା ଓ ବିଜୟା ବ୍ୟାଙ୍କ ଗ୍ରାହକଙ୍କ ଋଣ ଉପରେ ସୁଧ ହାର କମିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ଦେନା ଓ ବିଜୟା ବ୍ୟାଙ୍କ ଗ୍ରାହକଙ୍କ ଋଣ ଉପରେ ସୁଧ ହାର କମିବ

ନୂଆଦିଲ୍ଲୀ: ଦେନା ଓ ବିଜୟା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ସହ ମିଶିବା ପରେ ଏହି ତିନୋଟି ବ୍ୟାଙ୍କ ଏକା ପ୍ରକାର ସମସ୍ତ ସେବା ପାଇବେ। ତେବେ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ଗ୍ରାହକଙ୍କ ଋଣ ପରିଶୋଧ ହାର ମଧ ବ୍ୟାଙ୍କ ଅଫ ବରୋଦା ଭଳି ରହିବ ଜଣାପଡ଼ିଛି।

ତେବେ ଏ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଜାତୀୟ ଦୈନିକ ଇଂରାଜୀ ଖବରକାଗଜ ‘ହିନ୍ଦୁସ୍ତାନ ଟାଇମ୍ସ’ ଏହି ସୂଚନା ଦେଇଛି। ବାର୍ଷିକ ସମ୍ମିଳନୀରେ ଏ ବାବଦରେ ଆଲୋଚନା ହେବ ବୋଲି ବ୍ୟାଙ୍କ ଅଫ ବରୋଦାର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏପ୍ରିଲ ପହିଲାରୁ ବ୍ୟାଙ୍କ ଅଫ ବରୋଦା ସହ ଦେନା ଓ ବିଜୟା ବ୍ଯାଙ୍କର ମିଶ୍ରଣ ହୋଇଛି।

ସୂଚନାଯୋଗ୍ୟ, ବ୍ୟାଙ୍କ ଅଫ ବରୋଦାର ଋଣ ଉପରେ ସୁଧ ହାର ୮.୬୫ ଥିବାବେଳେ ଦେନା ବ୍ଯାଙ୍କର ୮.୮୦ ଏବଂ ବିଜୟା ବ୍ଯାଙ୍କର ୮.୭୫ ରହିଛି।



from Odisha Reporter https://ift.tt/2Uxcmns

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages