ମତଦାନ ବେଳେ ପ୍ରଚାର କରି ଗୃହବନ୍ଦୀ ହେଲେ ବିଜେପି ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ମତଦାନ ବେଳେ ପ୍ରଚାର କରି ଗୃହବନ୍ଦୀ ହେଲେ ବିଜେପି ପ୍ରାର୍ଥୀ

ଲକ୍ଷ୍ମୌ: ଉତ୍ତର ପ୍ରଦେଶ ବୁଲନ୍ଦସହର ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ସାଂସଦ ଭୋଳା ସିଂହଙ୍କୁ ପୁଲିସ ଗୃହବନ୍ଦୀ କରି ରଖିଛି। ମତଦାନ ବେଳେ ନିଜ ସପକ୍ଷରେ ଭୋଟ ପାଇଁ ସେ ଅପିଲ୍ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା , ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
 
ଶର୍ମା ଇଣ୍ଟର କଲେଜ ପୋଲିଂ ଷ୍ଟେସନରେ ବିଜେପି ପ୍ରାର୍ଥୀ ନିଜ ସପକ୍ଷରେ ଭୋଟ ପାଇଁ ଅପିଲ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଦଳୀୟ ସଂକେତ ପଦ୍ମ ଥିବା ଏକ ଉତ୍ତରୀୟ ପିନ୍ଧି ସେ ବିଜେପିକୁ ଭୋଟ ଦେବାପାଇଁ  ନିବେଦନ କରୁଥିବାର ଦେଖିବାକୁ ମିଳିଛି। ଜଣେ ପୁଲିସ ଅଧିକାରୀ ଏପରି କରିବା ପାଇଁ ବିଜେପି ପ୍ରାର୍ଥୀଙ୍କୁ ବାରଣ କରିଥିଲେ, ହେଲେ ସେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖରୁ ଅନୁମତି ଆଣିଛନ୍ତି  ବୋଲି ଯୁକ୍ତି ବାଢ଼ିଥିଲେ।


from Odisha Reporter http://bit.ly/2ICK5pi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages