ପୁଣି ଗିରଫ ହେଲେ ସିଏମ୍‌ସିର ପୂର୍ବତନ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ପୁଣି ଗିରଫ ହେଲେ ସିଏମ୍‌ସିର ପୂର୍ବତନ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ

କଟକ (ଓଡ଼ିଶା ରିପୋର୍ଟର): କଟକ ମ୍ୟୁନିସିପାଲ୍‌ କର୍ପୋରେସନ (CMC)ର ପୂର୍ବତନ BJD କର୍ପୋରେଟର ରଞ୍ଜିତା ବିଶ୍ୱାଳ ପୁଣି ଗିରଫ ହୋଇଛନ୍ତି। ବେଆଇନ୍‌ ବନ୍ଧୁକ ରଖିଥିବା ଆଗାମୀ ନିର୍ବାଚନରେ ବିଶୃଙ୍ଖଳା କରିବା ପାଇଁ ଯୋଜନା କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଚାଉଳିଆଗଞ୍ଜ ଥାନା ସ୍ପେଶାଲ ସ୍କ୍ୱାଡ଼ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତିା ରଞ୍ଜିତାଙ୍କ ନିକଟରୁ ଦୁଇଟି ବନ୍ଧୁକ ଟି ଗୁଳି ଜବତ କରିଛି ପୁଲିସ

ଧଳ ସାମନ୍ତ ବ୍ରଦର୍ସଙ୍କ ସହଯୋଗୀ ଆଲୋକ ପୃଷ୍ଟିଙ୍କୁ ବେଆଇନ ବନ୍ଧୁକ ରଖିବା ମାମଲାରେ ପୁଲିସ ଗିରଫ କରି ପଚରାଉଚରା କରିଥିଲା। ସେହି ସମୟରେ ରଞ୍ଜିତାଙ୍କ ନାଁ ସାମ୍ନାକୁ ଆସିଥିଲେ। ତା’ପରେ ପୁଲିସ ରଞ୍ଜିତାକୁ ଗିରଫ କରିଥିଲା। ସେହିପରି ପୁଲିସ ଆଲୋକ ପୃଷ୍ଟିଙ୍କ ନିକଟରୁ ଗୋଟିଏ ବନ୍ଧୁକ ଗୁଳି ଜବତ କରିଥିଲା।

ତେବେ ଉଭୟଙ୍କୁ ପୁଲିସ ପଚରା ଉଚରା କରିବା ପରେ ଆଜି କୋର୍ଟରେ ହାଜର କରାଇଥିଲା ସ୍‌ଡ଼ିଜେଏମ୍‌ ଉଭୟଙ୍କୁ ବେଆଇନ ବନ୍ଦୁକ ରଖିବା ଅଭିଯୋଗରେ ଚୌଦ୍ୱାର ଜେଲ୍‌କୁ ପଠାଇ ଦେଇଛନ୍ତି

ପୂର୍ବରୁ ଡ଼ି-ବ୍ରଦର୍ସ ଲିଙ୍କ ଅଭିଯୋଗରେ ରଞ୍ଜିତା ଗିରଫ ହୋଇ ଜାମିନରେ ଆସିଥିଲେ।



from Odisha Reporter http://bit.ly/2Ib1dDm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages