ଫଟୋରୁ ଚିହ୍ନନ୍ତୁ ଏହି ଅଭିନେତ୍ରୀଜଣକ କିଏ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଫଟୋରୁ ଚିହ୍ନନ୍ତୁ ଏହି ଅଭିନେତ୍ରୀଜଣକ କିଏ ?

ମୁମ୍ବାଇ: ଆଜି ହେଉଛି ଅନୁଷ୍କା ଶର୍ମାଙ୍କର ୩୧ ତମ ଜନ୍ମଦିନ। ଅନୁଷ୍କା ବଲିଉଡ୍‌ର ବହୁ ଲୋକପ୍ରିୟ ଅଭିନେତ୍ରୀ ଭାବେ ଜଣାଶୁଣା। ୟସ୍‌ରାଜ୍‌ଙ୍କ ଫିଲ୍ମ ‘ରବ୍‌ ନେ ବନାଦି ଯୋଡ଼ି’ରୁ ସେ ତାଙ୍କ ଫିଲ୍ମ ଜୀବନ ଆରମ୍ଭ କରିଥିଲେ।

କିନ୍ତୁ ସିନେମା ଜଗତକୁ ଆସିବା ପୂର୍ବରୁ ଅନୁଷ୍କାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ମଡେଲିଙ୍ଗ୍‌ କ୍ୟାରିୟର୍‌ରେ ଲମ୍ବା ସମୟ ବିତାଇଥିଲେ। ଏବେ କିନ୍ତୁ ସେହି  ସମୟର କିଛି ଫଟୋ ଦେଖିଲେ ଆପଣ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିବ।

ତେବେ ଦେଖନ୍ତୁ  ସେହି ଫଟୋଗୁଡ଼ିକ।

ଏହା ବହୁତ କମ୍‌ ଲୋକ ଜାଣିଛନ୍ତି ଯେ, ଅନୁଷ୍କା ୧୫ ବର୍ଷ ବୟସରୁ ମଡେଲିଙ୍ଗ୍‌ କରିବା ଆରମ୍ଭ କରିଦେଇଥିଲେ।

ମଡେଲିଙ୍ଗ୍‌ କ୍ୟାରିୟର୍‌ରେ ମଧ୍ୟ ସେ ୫ ବର୍ଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ।

ଶାହାରୁଖ୍‌ ଖାନ୍‌ଙ୍କ ସହ ଫିଲ୍ମ କରିବା ତାଙ୍କ ପାଇଁ ସବୁଠୁ ବଡ଼ ବ୍ରେକ୍‌ ଥିଲା।

ଅନୁଷ୍କାଙ୍କ ଏହି ଫଟୋ ୨୦୦୭ ମସିହାର।

 ଫ୍ୟାଶନ୍‌ ଡିଜାଇନର୍‌ଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ପୋଷାକ ପିନ୍ଧି ରାମ୍ପ ୱାକ୍‌ କରୁଛନ୍ତି ଅନୁଷ୍କା।

ଏହି ଫଟୋ ଦେଖି ଅନୁଷ୍କାଙ୍କୁ ଚିହ୍ନିବା ଟିକେ କଷ୍ଟକର।



from Odisha Reporter http://bit.ly/2PBw10E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages