ଓଡ଼ିଶାରେ ସରିଲା ଏଫ୍‌‍ବିବି କଲର୍ସ ମିସ‌୍‍ଇଣ୍ଡିଆ ଅଡିସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ଓଡ଼ିଶାରେ ସରିଲା ଏଫ୍‌‍ବିବି କଲର୍ସ ମିସ‌୍‍ଇଣ୍ଡିଆ ଅଡିସନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଫ୍‌ବିବି କଲର୍ସ ମିସ୍‌‍ଇଣ୍ଡିଆ ଆରମ୍ଭ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରୁ ତମନ୍ନା ବ୍ୟାସ, ଶୀତଲ ସାହୁ ଏବଂ ଅରୂପା ରଥ ଏପ୍ରିଲ ୨୩ ତାରିଖରେ ୱେଷ୍ଟର୍ଣ୍ଣ ‍କୋଲକାତାରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତରେ ଭାଗ ନେଇ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିବେ।

ଏହା ପରେ ସେମାନେ ଜୁନ ୧୫ ତାରିଖରେ ମୁମ୍ୱାଇରେ ହେବାକୁ ଯାଉଥିବା ଗ୍ରାଣ୍ଡ ଫିନାଲେରେ ଯୋଗଦେବେ।



from Odisha Reporter http://bit.ly/2X2HtVE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages