ଟେଲିଫୋନରେ ସମ୍ୱୋଧିତ କଲେ ଯୋଗୀ ଆଦିତ୍ୟନାଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ଟେଲିଫୋନରେ ସମ୍ୱୋଧିତ କଲେ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରପୋର୍ଟରୁ ବିଜେପିର କନ୍ଧମାଳ ସାଧାରଣ ସଭାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ବୋଧିତ କରିଛନ୍ତି। ବ୍ରହ୍ମପୁର ଓ ଫୁଲବାଣୀ ସଭାକୁ ଭୁବନେଶ୍ୱରରୁ ସେ ଯାଇନପାରି ଟେଲିଫୋନ ଯୋଗେ ଭାଷଣ ଦେଇଛନ୍ତି।

ଯୋଗୀ ଆଜି ଭୁବନେଶ୍ୱର ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ ଫୁଲବାଣୀ ଓ ବ୍ରହ୍ମପୁର ଯିବାର କାର୍ଯ୍ୟକ୍ରମ ଥିଲା। ତେବେ ନାଇଟ ଭିଜନ ବ୍ୟବସ୍ଥା ନଥିବାରୁ ହେଲିକପ୍ଟର ଉଡ଼ାଣ ଅନୁମତି ପାଇନଥିଲା। ଯୋଗୀଙ୍କ ହେଲିକପ୍ଟରକୁ ଉଡ଼ାଣ ଅନୁମତି ଦେଇନଥିଲେ କର୍ତ୍ତୃପକ୍ଷ। ଯିବା ସମ୍ଭବ ନହେବାରୁ ଯୋଗୀ ଆଦିତ୍ୟନାଥ ବାଧ୍ୟ ହୋଇ ଟେଲିଫୋନରେ ଭାଷଣ ଦେଇଥିଲେ ।

ଏନେଇ ବିଜେପି ସାଂସଦ ପ୍ରାର୍ଥୀ ଐରଖାରବେଳ ମହାମେଘବାହାନ ସ୍ୱାଇଁ କହିଛନ୍ତି-“ନିର୍ବାଚନୀ ସଭାରେ ଯୋଗୀ ଆଦିତ୍ୟନାଥ ଯୋଗଦେବାରଥିଲା। ମାତ୍ର ବିମାନ ବିଳମ୍ୱରେ ଆସିବାରୁ କୌଣସି କାରଣରୁ ଅବତରଣ କରିପାରିନଥିଲା। ତେଣୁ ଯୋଗୀ ମୋବାଇଲ୍‌ ଜରିଆରେ ସମ୍ୱୋଧିତ କରିଥିଲେ।”



from Odisha Reporter http://bit.ly/2YQr9Jz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages