‘ହୃଦୟ ବେଦନା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

‘ହୃଦୟ ବେଦନା’

ଭାନୁମତୀ ରଣା, ବରମୁଣ୍ଡା, ଭୁବନେଶ୍ୱର। ସ୍କୁଲରେ ପାଠ ପଢିବା ଦିନଠାରୁ ସାହିତ୍ୟ ମନସ୍କ। କେତେବେଳେ ପଦ ଛନ୍ଦି କବିତା ଆଙ୍କନ୍ତି ତ ଆଉ କେତେବେଳେ କଥା ଆଉ ସ୍ମୃତିକୁ ଗୁନ୍ଥି ଲେଖିଦିଅନ୍ତି ଗପ। କଲେଜ ପଢୁଥିବା ଭାନୁମତୀଙ୍କର ଏହା ଏକ ସୁନ୍ଦର ଅନୁସୃଜନ, ‘ହୃଦୟ ବେଦନା’

ହୃଦୟ ବେଦନା

କହିବି କାହାକୁ,

ଆଖି ଖୋଜେ ଏବେ ସାଥିଟିଏ।

ଏକା ଏକା ଦିନ କଟେନାହିଁ ଆଉ

ମନେ ମନେ ତାକୁ ଝୁରିହୁଏ।

 

ନିଶଃଙ୍ଗ ଜୀବନ, ଅନ୍ଧାରୀ ସପନ

ବଞ୍ଚିବାକୁ କୁହ ଚାହେଁ କିଏ ?

 

କତେ ଦୂର ପଥେ ଅଛ ସାଥି ତୁମେ

ପଥ ଚାହିଁ ମୋର ଦିନ ଯାଏ,

ପଥ ଚାହିଁ ମୋର ଦିନ ଯାଏ ।



from Odisha Reporter http://bit.ly/2vh7q8k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages