ମହୁଲ ଗୋଟାଇବାକୁ ଯାଇଥିବା ବେଳେ ମାରି ଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ମହୁଲ ଗୋଟାଇବାକୁ ଯାଇଥିବା ବେଳେ ମାରି ଦେଲା ହାତୀ

elephantattack

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ଉର୍ଲଦାନୀ ରେଞ୍ଜର ଶ୍ରୀପାଳି ଗାଁ ଜଙ୍ଗଲରେ ଆଜି ଜଣେ ମହିଳାଙ୍କୁ ହାତୀ ମାରି ଦେଇଛି।

ମୃତ ମହିଳାଙ୍କ ନାଁ ବନିତା ପୋଢ଼। ସକାଳ ପ୍ରାୟ ୬ଟା ବେଳେ ସେ ତାଙ୍କ ଛୋଟ ଝିଅ ସହିତ ଗାଁ ନିକଟ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ନର୍ଲା ବନାଞ୍ଚଳ ରେଞ୍ଜର ଘଟଣାର ତଦନ୍ତ କରିଛନ୍ତି।



from Odisha Reporter http://bit.ly/2IwTwHw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages