ମୋଦିଙ୍କ ଜୀବନୀ ଉପରେ ୱେବ ସିରିଜ୍ ବ୍ୟାନ୍ କଲେ ନିର୍ବାଚନ କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ମୋଦିଙ୍କ ଜୀବନୀ ଉପରେ ୱେବ ସିରିଜ୍ ବ୍ୟାନ୍ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା କମ୍ପାନୀ ‘ଏରୋଜ ନାଓ’କୁ ନୋଟିସ କରିଛନ୍ତି ନିର୍ବାଚନ କମିଶନ। ସୋଶାଲ ମିଡ଼ିଆ ୟୁଟ୍ୟୁବରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ୱେବ ସିରିଜ୍ ଚାଲୁଛି ଯାହାର ନାମ ରହିଛି ‘ମୋଦି-ଜର୍ଣ୍ଣି ଅଫ୍ ଏ କମନ ମ୍ୟାନ’ । ‘ଏରୋଜ ନାଓ’ ଆକାଉଣ୍ଟ ଦ୍ୱାରା ଏହି ବାୟୋପିକ୍ ଫିଲ୍ମର ମୋଟ ୫ଟି ଏପିସୋଡ଼ ପରିଚାଳିତ ହେଉଛି ବୋଲି ନିର୍ବାଚନ କମିଶନଙ୍କ ନଜରକୁ ଆସିଛି।

ନିର୍ବାଚନ ଶେଷ ହେବା ଯାଏଁ ମୋଦିଙ୍କ ନାମରେ ଚାଲିଥିବା ୱେବ ସିରିଜ୍ ୟୁଟ୍ୟୁବରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।



from Odisha Reporter http://bit.ly/2DmAf7K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages