କଂଗ୍ରେସର ନିର୍ବାଚନୀ ନାରା ‘ଅବ୍ ହୋଗା ‘ନ୍ୟାୟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

କଂଗ୍ରେସର ନିର୍ବାଚନୀ ନାରା ‘ଅବ୍ ହୋଗା ‘ନ୍ୟାୟ’

ନୂଆଦିଲ୍ଲୀ: କଂଗ୍ରେସ ଚଳିତ ନିର୍ବାଚନ ପାଇଁ ‘ଅବ୍ ହୋଗା ‘ନ୍ୟାୟ’ (ଏବେ ହେବ ନ୍ୟାୟ) ନାରା ରିଲିଜ କରିଛି। ଚଳିତ ସରକାରରେ ଅନ୍ୟାୟ ଚାଲିଛି ଦର୍ଶାଇ କଂଗ୍ରେସ ଏହି ନୂଆ ନାରା ‘ଅବ୍ ହୋଗା ନ୍ୟାୟ’ର ନାରା ଦେଇଛି। କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଏହି ସୂଚନା ଦେଇଛନ୍ତି।

ଏକ ବଡ଼ ଟ୍ରକରେ ସ୍କ୍ରିନ ସଂଯୋଗ କରାଯାଇ ଦେଶର ପ୍ରମୁଖ ସ୍ଥାନରେ ଏହି ନାରା ପ୍ରଚାର କରିବ ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି।

କଂଗ୍ରେସର ଏହି ନିର୍ବାଚନୀ ନାରାକୁ ଜାଭେଦ ଅଖତର ଲେଖିଥିବାବେଳେ ଭିଡ଼ିଓ ଏଡ଼ିଟିଂ କରିଛନ୍ତି ନିଖିଲ ଆଡ଼ଭାନୀ।



from Odisha Reporter http://bit.ly/2G6RZG0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages