ହରିଣ ଛାଲ, ଶିଙ୍ଗ ଜବତ: ୨ ଶିକାରୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ହରିଣ ଛାଲ, ଶିଙ୍ଗ ଜବତ: ୨ ଶିକାରୀ ଗିରଫ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା କୁଲଢ଼ିଆ ଅଭୟାରଣ୍ୟ ଅଧୀନ ଭାଲିଆପୋଷି ଗାଁରୁ ଏକ ହରିଣର ଛାଲ ଓ ଶିଙ୍ଗ ଜବତ କରାଯାଇଛି। ଏଥିସହ ଶିକାରୀମାନେ ବ୍ୟବହାର କରିଥିବା ଏକ ବନ୍ଧୁକକୁ ମଧ୍ୟ ବନ ବିଭାଗ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ଜଣ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ଏହି ୨ ଶିକାରୀ କିଛି ଦିନ ପୂର୍ବରୁ ମୟୂରଭଞ୍ଜରୁ ଆସି କୁଲଢ଼ିଆ ଅଭୟାରଣ୍ୟ ନିକଟରେ ଏକ ଅସ୍ଥାୟୀ ଘର କରି ରହୁଥିଲେ। ତେବେ ଏମାନେ ଶିକାର କରୁଥିବା ଅଭିଯୋଗ ହେବା ପରେ ଆଜି ସକାଳେ ବନ ବିଭାଗ ଚଢ଼ାଉ କରିଥିଲା।



from Odisha Reporter http://bit.ly/2P56vRg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages