‘ବିଜେପି ଓଡ଼ିଶାରେ ସରକାରକୁ ଆସିଲେ ମଣ୍ଡିରେ ନୁହେଁ ନିଜ ଘରେ ଧାନ ବିକ୍ରି କରିପାରିବେ ଚାଷୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

‘ବିଜେପି ଓଡ଼ିଶାରେ ସରକାରକୁ ଆସିଲେ ମଣ୍ଡିରେ ନୁହେଁ ନିଜ ଘରେ ଧାନ ବିକ୍ରି କରିପାରିବେ ଚାଷୀ’

ବାଲେଶ୍ୱର(ରଶ୍ମୀ ରଂଜନ ଦାସ) : ବିଜେପି ଓଡ଼ିଶାରେ ସରକାରକୁ ଆସିଲେ ଚାଷୀମାନେ ଧାନ ମଣ୍ଡିରେ ନୁହେଁ ନିଜ ଘରେ ବସି ଧାନ ବିକ୍ରି କରିପାରିବେ। ଏଥିସହ ୧୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ମାଗଣାରେ ସ୍ମାର୍ଟ ଫୋନ୍ ଯୋଗାଇ ଦିଆଯିବ।

ଖାଲି ସେତିକି ନୁହେଁ,  BJP କ୍ଷମତାକୁ ଆସିଲେ ପୂର୍ବ ସରକାରର ସବୁ ଯୋଜନା ଜାରି ରହିବା ସହିତ ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ।

ବାଲେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ପ୍ରହରୀ ଅରୁଣ ସିଂ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ବିଜେପିର ସବୁ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଛନ୍ତି ଅରୁଣ।



from Odisha Reporter http://bit.ly/2GtyaY2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages