କେନ୍ଦ୍ରାପଡ଼ାରେ ବିଭିନ୍ନ ହୋଟେଲ ଓ ଲଜରେ ଚଢ଼ଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

କେନ୍ଦ୍ରାପଡ଼ାରେ ବିଭିନ୍ନ ହୋଟେଲ ଓ ଲଜରେ ଚଢ଼ଉ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ରାତି ପାହିଲେ ହେବ ମତଦାନ। ତା’ପୂର୍ବରୁ ଆଜି ରାତିରେ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ନିର୍ବାଚନମଣ୍ଡଳୀରେ ବାହାର ନେତା ଅଛନ୍ତି ନା ନାହିଁ ତାକୁ ନେଇ ଚଢ଼ଉ ଜାରି ରହିଛି। କେନ୍ଦ୍ରାପଡ଼ା ସହରର ବିଭିନ୍ନ ହୋଟେଲ ଓ ଲଜରେ ରିଟର୍ଣ୍ଣିଂ ଅଫିସରଙ୍କ ନେତୃତ୍ୱରେ ଏହି ଚଢ଼ଉ ହେଉଛି।

କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର କହିଛନ୍ତି-“୧୫ରୁ ୨୦ ପ୍ରତିଶତ ରୁମ୍‌ରେ ଲୋକ ଅଛନ୍ତି। ଅଧିକାଂଶ ରୁମ୍‌ରେ ତାଲା ପଡ଼ିଛି। ସେହି ରୁମ୍‌ ଗୁଡ଼ିକୁ ଖୋଲି ଦେଖିଲୁ। ପରବର୍ତ୍ତୀ ସମୟରେ ସେମିତି କିଛି ସୂଚନା ମିଳିଲେ ରାତିରେ ପୁଣି ଚଢ଼ଉ ହେବ।”



from Odisha Reporter http://bit.ly/2Wbsnxd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages