ଓୟୁଏଟିରେ ୨ ଛାତ୍ରଙ୍କୁ ରାଗିଂ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଓୟୁଏଟିରେ ୨ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଓୟୁଏଟିରେ ୨ ଜଣ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି।  +୩ ପ୍ରଥମ ବର୍ଷ ଏଗ୍ରିକଲଚର ବିଭାଗର ୨ ଛାତ୍ରଙ୍କୁ ସିନିୟର ଛାତ୍ର କଲେଜ ପରିସରରେ ମାଡ ମାରିଥିଲେ। ଏନେଇ ପୀଡିତ ଛାତ୍ର ଶିରିପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।  ଏ ନେଇ ଓୟୁଏଟି କର୍ତ୍ତୃପକ୍ଷ କହିଛନ୍ତି, ଶୃଙ୍ଖଳା କମିଟି ବସି ଘଟଣାର ତଦନ୍ତ କରାଯିବା ସହ ରାଗିଂ କରିଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ବର୍ଷେ ତଳେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜରେ ସିନିୟର ଛାତ୍ରମାନେ ଜୁନିୟର ଡାକ୍ତରୀ ଛାତ୍ରଙ୍କୁ ରାଗିଂ କରୁଥିବା ଅଭିଯୋଗ କରିଥିଲେ। ଯାହାର ପ୍ରତିବାଦରେ କଲେଜ ଆଗରେ ଜୁନିୟର ଡାକ୍ତରୀ ଛାତ୍ରମାନେ ଧାରଣାରେ ବସିଥିଲେ। ସିନିୟରମାନେ ତାଙ୍କୁ ଚୁଟି କାଟିବାକୁ ବାଧ୍ୟ କରୁଥିବା ଓ ନ କାଟିଲେ ମାଡ଼ ମାରୁଥିବା କହିଥିଲେ।



from Odisha Reporter http://bit.ly/2J6Svpk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages