ନବରଙ୍ଗପୁରରେ ଜିତିଲେ ସଦାଶିବ ପ୍ରଧାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ନବରଙ୍ଗପୁରରେ ଜିତିଲେ ସଦାଶିବ ପ୍ରଧାନୀ

4555

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ଚାଲିଥିବା ବେଳେ ନବରଙ୍ଗପୁର ବିଧାନସଭା ଆସନର ଫଳାଫଳ ଆସିଯାଇଛି। ଏହି ଆସନରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଗୌରୀ ମାଝୀଙ୍କୁ ୭୦୭୯ ଭୋଟ୍‌ରେ ପରାସ୍ତ କରିଛନ୍ତି।

ସୂଚନାଯୋଗ୍ୟ, ୧୬ଟି ଲୋକସଭା ଆସନରେ ବିଜେଡି ଆଗୁଆ ଥିବାବେଳେ ବିଜେପି ୫ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ କଂଗ୍ରେସ କୌଣସି ଆସନରେ ଆଗରେ ନାହିଁ।

ବିଧାନସଭା ଆସନରେ ବିଜେଡି ୧୦୮ ଭୋଟ୍‌ରେ ଆଗୁଆ ରହିଥିବା ବେଳେ ବିଜେପି ୨୩ ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ୨୩ଟି ଆସନରେ ଆଗୁଆ ରହିଛି।



from Odisha Reporter http://bit.ly/2K12Zqz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages