ଟ୍ୱିନ୍‌ସିଟିରେ ଫ୍ଲିପ୍‌କାର୍ଟ ଓ ଆମାଜନ୍‌ ଅନ୍‌ଲାଇନ୍‌ ସେବା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ଟ୍ୱିନ୍‌ସିଟିରେ ଫ୍ଲିପ୍‌କାର୍ଟ ଓ ଆମାଜନ୍‌ ଅନ୍‌ଲାଇନ୍‌ ସେବା ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୋନି ତାଣ୍ଡବ ପରେ ବିଦ୍ୟୁତ୍‌ ଓ ଟେଲିଫୋନ୍‌ ସେବା ପ୍ରଭାବିତ ହୋଇଛି। ମୋବାଇଲ ଟାୱାରଗୁଡିକ ଭାଙ୍ଗିରୁଜି ଛାରଖାର ହୋଇଥିବାରୁ ଭୁବନେଶ୍ୱର, କଟକ ଓ ପୁରୀ ଭଳି ସହରରେ ଅନ୍‌ଲାଇନ୍‌ ସେବା ପ୍ରଭାବିତ ହୋଇଛି। ଟଙ୍କା ନେଣଦେଣଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ ସପିଂ ପର୍ଯ୍ୟନ୍ତ ସମସ୍ତ ସୁବିଧା ପ୍ରଭାବିତ ହୋଇଛି। ଯାହାକୁ ଦୃଷ୍ଟିରେ ରଖି ଏବେ ଧୀରେ ଧୀରେ ସେବା ଯୋଗାଉଥିବା ସଂସ୍ଥାଗୁଡିକ ଉତ୍ପାଦ ଡେଲିଭେରି ବନ୍ଦ କରିବାକୁ ପଦକ୍ଷେପ ନେଉଛନ୍ତି।

ପ୍ରଥମ ପଦକ୍ଷେପରେ ଭୁବନେଶ୍ୱର ଓ କଟକ ଟ୍ୱିନ୍‌ ସିଟିରେ ଆମାଜନ୍‌ ଓ ଫ୍ଲିପ୍‌କାର୍ଟ ଡେଲିଭେରି ସେବାକୁ ସାମୟିକ ଭାବେ ବନ୍ଦ ରଖିଛନ୍ତି। ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ପୂର୍ବଭଳି ଅବ୍ୟାହତ ରହିଲେ ପୁଣିଥରେ ଏହି ସେବାର ଫାଇଦା ସ୍ଥାନୀୟ ଲୋକେ ଉଠାଇ ପାରିବେ ବୋଲି ଜଣାପଡିଛି।

 



from Odisha Reporter http://bit.ly/2Vna0sE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages