ପ୍ରଧାନମନ୍ତ୍ରୀଙ୍କ ‘ରାଜୀବ ଗାନ୍ଧି ଦୁର୍ନୀତିରେ ନମ୍ବର ଓ୍ୱାନ’ ମନ୍ତବ୍ୟ ନେଇ ସୁପ୍ରିମକୋର୍ଟ ଗଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ପ୍ରଧାନମନ୍ତ୍ରୀଙ୍କ ‘ରାଜୀବ ଗାନ୍ଧି ଦୁର୍ନୀତିରେ ନମ୍ବର ଓ୍ୱାନ’ ମନ୍ତବ୍ୟ ନେଇ ସୁପ୍ରିମକୋର୍ଟ ଗଲା କଂଗ୍ରେସ

ନୂଆଦିଲ୍ଲୀ: ‘ରାଜୀବ ଗାନ୍ଧି ଦୁର୍ନୀତିରେ ନମ୍ୱର ଓ୍ବାନ’ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଏକ ରାଲିରେ କହିଥିଲେ। ଏହା ଆଚରଣ ବିଧି ଉଲ୍ଲଂଘନ କରୁଛି ଦର୍ଶାଇ ଆଜି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ସାଂସଦ ସୁସ୍ମିତା ଦେବ।

ଜନ ପ୍ରତିନିଧି ଆଇନ ୧୯୫୧ର ୧୨୩(ଏ) ଆଧାରରେ ତାଙ୍କୁ ଭ୍ରଷ୍ଟ ଆଚରଣ ଦର୍ଶାଇବା ପାଇଁ ସୁପ୍ରିମକୋର୍ଟରେ ଅପିଲ୍ କରିଛି କଂଗ୍ରେସ। ଏହା ପୂର୍ବରୁ ସୁସ୍ମିତା ଦେବ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଦର୍ଶାଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏହି କଂଗ୍ରେସ ସାଂସଦ। ଏହାପରେ ନିର୍ବାଚନ କମିଶନ ମାମଲା ଗୁଡ଼ିକର ବିଚାର କରି ପ୍ରଧାନମନ୍ତ୍ରୀଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି।



from Odisha Reporter http://bit.ly/2V7YoVB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages