
ଭୁବନେଶ୍ୱର/ସାତପଡ଼ା(ଓଡ଼ିଶା ରିପୋର୍ଟର)ଫୋନି ଫଣାରେ ସାତ ଘଣ୍ଟାର ସାତପଡ଼ା। ପୁରା ଛାରଖାର ଓ ନାରଖାର। କୁହାଯାଉଛି ପୁରୀ ସହର ପରେ ଫୋନି ତାଣ୍ଡବର ପ୍ରଭାବ ଯଦି କେଉଁଠି ଅଧିକ ପଡ଼ିଥାଏ ସେ ହେଉଛି ସାତପଡ଼ା। ପୁରୀକୁ ବାତ୍ୟା ଛୁଇଁବାର କିଛି ସମୟ ପରେ ସାତପଡ଼ା
ଧୂଳିସାତ ହେଇଯାଉଥିଲା ଯେମିତି। ମୁହୂର୍ତ୍ତକୁ ମୁହୂର୍ତ୍ତ ବାତ୍ୟା ଭୟଙ୍କର ହୋଇ ଚାଲିଥିଲା। ଆଉ ତା’ର ପ୍ରଭାବରେ ମୋଡ଼ି ମକଚି ହୋଇ ମାଟିରେ ମିଶୁଥିଲା ବଡ଼ ବଡ଼ ଗଛ।
ଧରାଶାୟୀ ହେବାରେ ଲାଗିଥିଲା ବିଦ୍ୟୁତ୍ ଖୁଣ୍ଟି, ଟ୍ରାନ୍ସଫର୍ମର ଓ ପାଣିଟାଙ୍କି। ସେପଟେ ଚିଲିକାର କୋପ ବି କମିଥିଲା। ପୁରା ଉଜୁଡ଼ିଯାଇଛି ମତ୍ସ୍ୟଜୀବୀଙ୍କ ଜୀବୀକା।
from Odisha Reporter http://bit.ly/2DRmuOm
No comments:
Post a Comment