ଜାଣନ୍ତୁ କେମିତି ତିଆରି ହୁଏ ‘କଲିଜା ଦୋପିଆଜା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ଜାଣନ୍ତୁ କେମିତି ତିଆରି ହୁଏ ‘କଲିଜା ଦୋପିଆଜା’

ଆବଶ୍ୟକ ସାମଗ୍ରୀ: ମଟନ୍ କିମ୍ବା ଚିକେନ୍ କଲିଜା, ପିଆଜ, ଟମାଟୋ, ଗରମ ମସଲା ପାଉଡ଼ର, ଅଦା-ରସୁଣ ଛେଚା, ଜିରା, କଞ୍ଚାଲଙ୍କା, ଗୁଜୁରାତି, ତେଲ, ଲବଙ୍ଗ, ଗୋଲମରିଚ, ଧନିଆ ପତ୍ର, ଡ଼ାଲଚିନି, ଲୁଣ ଓ ହଳଦି।

ପ୍ରସ୍ତୁତି: ପ୍ରଥମେ କଲିଜାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ପିଆଜ, ଅଦା, ରସୁଣ ଓ କଞ୍ଚାଲଙ୍କାକୁ ମଧ୍ୟ ଛୋଟ ଛୋଟ କାଟି ଦିଅନ୍ତୁ। କଡ଼େଇରେ ତେଲ ଗରମ କରି ପିଆଜକୁ ଭଲ ଭାବେ ଭାଜନ୍ତୁ। ପିଆଜ ଲାଲ ହୋଇ ଆସିଲେ ସେଥିରେ ଅଦା-ରସୁଣ ଛେଚା ଓ କଞ୍ଚାଲଙ୍କା ପକାଇ କଷନ୍ତୁ। ଏହା କଷି ହୋଇଗଲେ ସେଥିରେ ଟମାଟୋ, ଦହି, କଲିଜା, ଲୁଣ, ହଳଦି ଓ ଗରମ ମସଲା ଦେଇ ଘୋଡ଼ାଇ ଦିଅନ୍ତୁ । କଲିଜା ସିଝିଗଲେ ସେଥିରେ କଟା ଧନିଆପତ୍ର ଦେଇ ପରଷନ୍ତୁ   ଗରମା ଗରମ ‘କଲିଜା ଦୋପିଆଜା’ ।



from Odisha Reporter http://bit.ly/2LvT12N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages