ଘର ଭିତରେ ବାଣ ବିସ୍ଫୋରଣ: ଉଡ଼ିଗଲା ଛାତ, ୩ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଘର ଭିତରେ ବାଣ ବିସ୍ଫୋରଣ: ଉଡ଼ିଗଲା ଛାତ, ୩ ଆହତ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଘର ଭିତରେ ବାଣ ବିସ୍ଫୋରଣ। ଏହି ଭୟଙ୍କର ବିସ୍ଫୋରଣରେ ଗୋଟିଏ ଘରର ଛାତ ଉଡ଼ିଯିବା ସହ ୩ ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଢେଙ୍କାନାଳ ସହରର କୁମ୍ଭାର ସାହିରେ ଘଟିଛି। ଆହତମାନେ ହେଲେ  ଘରର ମୁଖ୍ୟ ଦିନୋଜ ସାହୁ, ତାଙ୍କ ସ୍ତ୍ରୀ ମମତା ଓ ୧୦ ବର୍ଷର ପୁଅ ଦେବାଶିଷ।

ଆହତମାନଙ୍କୁ ଢେଙ୍କାନାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଦିନ ୨ଟା ୪୫ରେ ହଠାତ୍ ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ପଡ଼ିଶା ଘରର ମଧ୍ୟ କ୍ଷତି ଘଟିଛି। ଘଟଣାସ୍ଥଳରେ ଦମକଳବାହିନୀ ଓ ପୁଲିସ ପହଞ୍ଚିଥିଲା। ତେବେ କେଉଁ ପରିସ୍ଥିତି ଏଭଳି ଘଟଣା ଘଟିଲା ତାକୁ ନେଇ ସ୍ଥାନୀୟ ଲୋକେ ତଦନ୍ତ ଦାବି କରିଛନ୍ତି।



from Odisha Reporter http://bit.ly/2WXBUIw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages