ଅଜବ ସଉକ୍‌ ଦେଖଲେ ନ ହସି ରହି ପାରିବେ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ଅଜବ ସଉକ୍‌ ଦେଖଲେ ନ ହସି ରହି ପାରିବେ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସମସ୍ତଙ୍କର କିଛି ନା କିଛି ସଉକ୍‌ ରହିଛି।। ଆଉ ସଉକ୍‌ ରହିବା ବି ଭଲ। କିନ୍ତୁ ବେଳେ ବେଳେ କିଛି ଅଜବ ସଉକ୍‌ ଦେଖି ଆମକୁ ଲାଗେ ନା ସଉକ୍‌ ହେବତ ଏମିତି ନଚେତ୍‌ ନ ହେବା ଭଲ।  ସେମାନେ ନ ହେବା ଜିନିଷକୁ କରି ଦେଖାଇ ଦେବେ।  ଏହା ଦେଖି ଆପଣ ଭାବିବେ ସତେ ତ ଏପରି ହୋଇ ପାରିଥାନ୍ତା।  ଏହା ଟାଲେଣ୍ଟ୍‌ଠୁ କୌଣସି ଗୁଣରେ କମ୍‌ ନୁହେଁ।

ଆମେ ଆଜି ଆପଣଙ୍କୁ ସେମିତି କିଛି ଅଜବ ସଉକ୍‌ର ଫଟୋ ଦେଖାଇବୁ । ସତରେ ଆପଣ ବି ଏହା ଦେଖି ନ ହସି ରହିପାରିବେ ନାହିଁ।  କିଛି ଲୋକଙ୍କର ଏମିତି ଅଜବ ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।। ଦେଖନ୍ତୁ ଫଟୋ।

ପାଣିରେ ବସି ତାସ୍‌ ଖେଳୁଛନ୍ତି

ବାଇକ୍‌କୁ ଖରାରୁ ବଞ୍ଚାଇବାକୁ ନିଆର ପ୍ରୟାସ

ଡାଟା ଟେବୁଲ୍‌ ଛୋଟ ହେଉଥିବାରୁ ଏମିତି ହେଉଛି ମୋବାଇଲ୍‌ ଚାର୍ଜ

ସିପିୟୁରେ ତାଲା



from Odisha Reporter http://bit.ly/2HBnB5V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages