‘ମୋଦି ଭକ୍ତ’ଙ୍କ ନାଁରେ ଅନୁରାଗ କଶ୍ୟପଙ୍କ ଏଫ୍‌ଆଇଆର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

‘ମୋଦି ଭକ୍ତ’ଙ୍କ ନାଁରେ ଅନୁରାଗ କଶ୍ୟପଙ୍କ ଏଫ୍‌ଆଇଆର୍‌

ମୁମ୍ବାଇ: ସୋଶାଲ୍‌ ମିଡିଆରେ ଜଣେ ତଥାକଥିତ ‘ମୋଦି ଭକ୍ତ’ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଝିଅଙ୍କୁ ଦୁଷ୍କର୍ମ କରିବାକୁ ଧମକ ଦେବା ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ଚୌକିଦାର ରାମସଂଘୀ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଅନୁରାଗଙ୍କ ଝିଅଙ୍କୁ ଧମକ ଦେଇଥିବାରୁ ସେ ତାଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ଅମ୍ବୋଲି ପୁଲିସ୍‌ ଷ୍ଟେସନ୍‌ରେ ଅନୁରାଗଙ୍କ ଅଭିଯୋଗ ପରେ ୫୦୯, ୫୦୪ ଓ ସୂଚନାଅଧିକାର ଆଇନ୍‌ ୬୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ମେ’ ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଥିଲା। ଏହାପରେ ଅନୁରାଗ ମୋଦିଙ୍କୁ ଟ୍ୱିଟର୍‌ରେ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ମିଳିଥିବା ଧମକ ସମ୍ପର୍କରେ ଖୁଲାସା କରିଥିଲେ। ଅତ୍ୟନ୍ତ ଅସଭ୍ୟ ଭାଷାରେ ମୋଦି ଭକ୍ତ ଜଣଙ୍କ କରିଥିବା ଟ୍ୱିଟ୍‌ର ସ୍କ୍ରିନ୍‌ ଶଟ୍‌ ମଧ୍ୟ ଅନୁରାଗ ମୋଦିଙ୍କ ପାଖକୁ ପଠାଇଥିଲେ।



from Odisha Reporter http://bit.ly/2wnP5qA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages