ମୋବାଇଲରେ ନେଟଓ୍ୱର୍କ ନଥିଲେ କରନ୍ତୁ ଏମିତି ଉପାୟ, ବାତ୍ୟା ପାଇଁ ଟେଲିକମ୍‌ କମ୍ପାନୀ ଏକାଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ମୋବାଇଲରେ ନେଟଓ୍ୱର୍କ ନଥିଲେ କରନ୍ତୁ ଏମିତି ଉପାୟ, ବାତ୍ୟା ପାଇଁ ଟେଲିକମ୍‌ କମ୍ପାନୀ ଏକାଠି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ ନିରନ୍ତର ମୋବାଇଲ ଫୋନ ସେବା ଯୋଗାଇବାକୁ ଟେଲିକମ କମ୍ପାନୀମାନେ ପ୍ରୟାସ କରିଛନ୍ତି। ସମସ୍ତ କମ୍ପାନୀ ଏକାଠି ହୋଇ ଏହି ସେବା ଯୋଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।  ବିଏସ୍ଏନ୍ଏଲ, ଏୟାରଟେଲ, ଭୋଡାଫୋନ, ‌ଆଇଡି‌ଆ ଏବଂ ଜିଓ ନେଟଓ୍ୱର୍କ ଏକାଠି ହୋଇଛନ୍ତି।

ମୋବାଇଲ ଫୋନ ଗ୍ରାହକ ସେମାନଙ୍କ ଫୋନରେ ସେଟିଂକୁ ଯାଇ ଏହି ସେବା ପାଇପାରିବେ।  ସେଟିଂକୁ ଯାଇ ମୋବାଇଲ ନେଟଓ୍ୱର୍କ ସର୍ଚିଂରେ ମାନୁଆଲ ସେଟିଂ ସିଲେକ୍ଟ କରି ଡାଟା ରୋମିଂ ଫର ଇଣ୍ଟରନେଟକୁ ଆକ୍ଟିଭେଟ୍ କରିପାରିବେ। ଏହାଦ୍ୱାରା ମୋବାଇଲରେ ଯେକୌଣସି ସିମ୍ ପଡିଥିଲେ ମଧ୍ୟ ଅନ୍ୟ କୌଣସି ମୋବାଇଲ ସେବା ଯୋଗାଉଥିବା କମ୍ପାନୀର ନେଟଓ୍ୱର୍କ ସହ ଯୋଡି ହୋଇ ଏହି ସେବା ପାଇପାରିବେ।

ମୋବାଇଲ ସେବା ନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ବିଏସ୍‌ସିଏଲ ପକ୍ଷରୁ ଏହି ସୂଚନା ଦିଆଯାଇଛି।



from Odisha Reporter http://bit.ly/2H7QPun

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages