ଉପରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେବା ପରେ ଆଜି ସକାଳେ ଉପରାଷ୍ଟ୍ରପତିଙ୍କୁ ଯାଇ ଭେଟିଛନ୍ତି ନରେନ୍ଦ୍ର ମୋଦି। ତେବେ ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ଜଣାପଡ଼ିଛି। ଏହି ଭେଟଘାଟ ସମୟରେ ଦେଶର ବିକାଶ, ସଂସଦର ବିଭିନ୍ନ ସଂସ୍ଥା କିଭଳି ମଜଭୁତ ହେବ ସେ ନେଇ ଆଲୋଚନା ହେଇଥିବା ଜଣାପଡ଼ିଛି।

ଆଜି ସକାଳେ ଉପରାଷ୍ଟ୍ରପତିଙ୍କୁ ପ୍ରଥମେ ମୋଦି ଫୋନ୍ କରିଥିଲେ। ଏହାପରେ ଉପରାଷ୍ଟ୍ରପତିଙ୍କ ବାସଭବନରେ ମୋଦି ଯାଇ ପହଞ୍ଚିଥିଲେ ବୋଲି ଉପରାଷ୍ଟ୍ରପତିଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରାଯାଇଛି।



from Odisha Reporter http://bit.ly/2Eyau4C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages