ନିଜ ନାଁରେ ହେଉଥିବା ଗୁଜବର ଏମିତି ଉତ୍ତର ରଖିଲେ ଦିବ୍ୟାଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ନିଜ ନାଁରେ ହେଉଥିବା ଗୁଜବର ଏମିତି ଉତ୍ତର ରଖିଲେ ଦିବ୍ୟାଙ୍କା

ମୁମ୍ବାଇ: ସମ୍ପର୍କ ସୁତାଖିଅ ପରି। ଗଢ଼ି ହେବା ଖୁବ୍‌ କଷ୍ଟ କିନ୍ତୁ ଭାଙ୍ଗିବା ଖୁବ୍‌ ସହଜ। ସତରେ ସମ୍ପର୍କ ଏମିତି ଏକ ଜିନିଷ ଯାହାର ସଫଳତା ଏଥିରୁ ଜଣା ପଡ଼େ ନାହିଁ  ଯେ, କିଏ କେତେ ସଫଳ  ଆଉ ଅସଫଳ। କି ଏଥିରୁ ବି ଜଣା ପଡ଼େ ନାହିଁ କିଏ ଭଲ ରୋଜଗାର କରୁଛି କି କିଏ କେତେ ଭଲ ଘର ଚଳାଇ ପାରୁଛି। ସମ୍ପର୍କକୁ ମଜଭୁଦ କରିବାକୁ ହେଲେ ଜଣଙ୍କୁ ଅନ୍ୟ ଜଣକୁ ବୁଝିବାକୁ ପଡ଼େ। ସବୁ କ୍ଷେତ୍ରରେ ପରସ୍ପର ମଧ୍ୟରେ ପ୍ରୋତ୍ସାହନ, ଭଲ ପାଇବା, ସହଯୋଗର ଆବଶ୍ୟକତା ଥାଏ।

ଏସବୁ ଦେଖିବାକୁ ମିଳିଛି ଟେଲିଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରୀପାଠି ଓ ତାଙ୍କ ସ୍ୱାମୀ ଅଭିନେତା ବିବେକଙ୍କ ମଧ୍ୟରେ। ଦୁହେଁ ରାଜୀବ ଖଣ୍ଡେଲ୍‌ୱାଲ୍‌ଙ୍କ ଶୋ’କୁ ଆସି ନିଜ ସମ୍ପର୍କର କିଛି ଅନୁଭୂତି ଦର୍ଶକଙ୍କ ଆଗରେ ଶେଆର କରିଛନ୍ତି। ଆସନ୍ତୁ ଦେଖିବା।



from Odisha Reporter http://bit.ly/30kVArR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages