ଜାତୀୟ ରାଜପଥରେ ଜଳିଗଲା ଚଳନ୍ତା ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ଜାତୀୟ ରାଜପଥରେ ଜଳିଗଲା ଚଳନ୍ତା ଗାଡ଼ି

man1

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ନଳାଙ୍ଗ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଚଳନ୍ତା ଟାଟା ଏସି ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

car2ଗାଡ଼ିର ଆଗରେ ଥିବା ବ୍ୟାଟେରିରୁ ପ୍ରଥମେ ନିଆଁ ବାହାରି ଥିଲା ଓ ପରେ ଏହାର ଗାଡ଼ିର ସମ୍ମୁଖ ଭାଗକୁ ବ୍ୟାପୀ ଯାଇଥିଲା। ଗାଡ଼ିରେ ନିଆଁ ଲାଗି ଥିବା ନେଇ ପ୍ରଥମେ ରାସ୍ତାରେ ଯା’ଆସ କରୁଥିବା ଲୋକେ ଦେଖିଥିଲେ। ସେମାନେ ପାଟି କରି ଗାଡ଼ିକୁ ଅଟକାଇ ଥିଲେ। ଲୋକଙ୍କ ସହଯୋଗରେ ଡ୍ରାଇଭର ଗାଡିରେ ଥିବା ବିସ୍କୁଟ୍ ଓ ଫ୍ରୁଟ୍ ଜୁସ୍ ପ୍ୟାକେଟ୍‌ଗୁଡ଼ିକୁ ବାହାର କରିଥିଲେ। ପରେ ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁ ଲିଭାଇ ଥିଲେ।

ଗାଡ଼ିଟି ଭଣ୍ଡାରିପୋଖରୀରୁ ଭଦ୍ରକ ଆସୁଥିଲା।



from Odisha Reporter http://bit.ly/2Q5YYSR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages