ସବ୍ୟସାଚୀଙ୍କୁ ଆଜୀବନ ଜେଲ୍ ଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ସବ୍ୟସାଚୀଙ୍କୁ ଆଜୀବନ ଜେଲ୍ ଦଣ୍ଡ

sabyachi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକ୍ସଲ ନେତା ସବ୍ୟସାଚୀ ପଣ୍ଡାଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛି। ବ୍ରହ୍ମପୁର ଏଡିଜେ-୧ ସଞ୍ଜୟ ସାହୁ ଏହି ରାୟ ଶୁଣାଇଛନ୍ତି।

ଏନେଇ ସରକାରୀ ଓକିଲ ଜ୍ଞାନେନ୍ଦ୍ର ଜେନା ସୂଚନା ଦେଇ କହିଛନ୍ତି,“ ଆଇପିସି ଧାରା ୧୨୧ ଅନୁସାରେ ଆଜୀବନ ସଜା ହୋଇଛି। ଆଇପିସି ଧାରା ୧୨୧- ଦେଶଦ୍ରୋହ ଅପରାଧରେ ଏହି ଦଣ୍ଡାଦେଶ ଦିଆଯାଇଛି।”

ତେବେ ଏହି କାରାଦଣ୍ଡାଦେଶ ଉପରେ ଆମେ ଉପର କୋର୍ଟକୁ ଯିବୁ ବୋଲି କହିଛନ୍ତି ସବ୍ୟସାଚୀଙ୍କ ଓକିଲ।

ବିଭିନ୍ନ ନକ୍ସଲ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ସବ୍ୟସାଚୀ ୨୦୧୪ ଜୁଲାଇରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତେବେ ତାଙ୍କ ମାମଲାର ଶୁଣାଣି କରି ଏହି କୋର୍ଟ ରାୟ ଶୁଣାଇଛନ୍ତି।

 

 

 



from Odisha Reporter http://bit.ly/2YG32wh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages