ଶାଢ଼ି କିଣିବା ଆଳରେ ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ଶାଢ଼ି କିଣିବା ଆଳରେ ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ

64

ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଧାମନଗରରେ ଏକ ଶାଢ଼ି ଦୋକାନର ମାଲିକ ଓ ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ସେମାନେ ହେଲେ ନରେନ୍ଦ୍ର ସାହୁ (୪୮) ଓ ତାଙ୍କ ସ୍ତ୍ରୀ ସୁମତି ସାହୁ (୪୩)। ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

shopeଗତକାଲି ରାତି ୯ଟା ରୁ୧୦ଟା ଭିତରେ ଏହି ଘଟଣା ଘଟିଥିଲା। ଦୁଇ ଜଣ ଯୁବକ ‘ଶୁଭଲଷ୍ମୀ ପରିଧାନ’ ନାମକ ଏହି ଦୋକାନକୁ ଶାଢ଼ି କିଣିବାକୁ ଆସିଥିଲେ। ତେବେ ଶାଢ଼ି କିଣିବା ଆଳରେ ସେମାନେ ନରେନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ।

555ତେବେ କେଉଁ କାରଣରୁ ସେମାନେ ଆକ୍ରମଣ କରିଥିଲେ, ତାହା ଜଣାପଡ଼ିନାହିଁ। ପୂର୍ବ ଶତ୍ରୁତା ନା ଆଉ କିଛି, ତାହା ସ୍ପଷ୍ଟ ହୋଇନି। ଧାମନଗର ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter http://bit.ly/2YF6Duv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages