
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିବାଆଚନ ପାଇଁ ସାରା ଦେଶରେ ଆଜି ଗଣତି ଚାଲିଛି। ୫୪୨ଟି ଲୋକସଭା ଆସନରୁ ବର୍ତ୍ତମାନ ସୁଦ୍ଧା ୨୦୦ଟି ଆସନରୁ ୧୨୧ଟିରେ ବିଜେପି ଆଗୁଆ ଚାଲିଥିବା ବେଳେ କଂଗ୍ରେସ ୪୩ଟି ଓ ଅନ୍ୟାନ୍ୟ ଦଳ ୩୭ଟି ଆସନରେ ଆଗୁଆ ଚାଲିଛନ୍ତି।
ଓଡ଼ିଶାର ୨୧ଟି ଲୋକସଭା ଆସନ ଓ ୧୪୬ଟି ବିଧାନସଭା ଆସନରେ କେଉଁ ଦଳ ଆଗରେ ଚାଲିଛି, ସେ ନେଇ ଏଯାଏ କିଛି ସୂଚନା ହସ୍ତଗତ ହୋଇନାହିଁ।
from Odisha Reporter http://bit.ly/2X0Ve7P
No comments:
Post a Comment