ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ୧୪ ହାତିଆ ବାନା। ବାତ୍ୟା ‘ଫୋନି’କୁ ଦେଖି  ଗତ ୧ ତାରିଖରେ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାନା ବଦଳାଯାଇ ୫ ହାତିଆ ଲମ୍ବ ବାନା ଲଗାଯାଇଥିଲା। ହେଲେ ଆଜି ତାକୁ ଖୋଲା ଯାଇ ଚୁନାରା ସେବାୟତ ପୁଣି ୧୪ ହାତିଆ ବାନା ବାନ୍ଧିଛନ୍ତି।

ଏନେଇ ଚୁନାର ସେବାୟତ ସାରଦା ମହାନ୍ତି କହିଛନ୍ତି,“ଆଜି ନୀଳଚକ୍ରରେ ୧୪ ହାତିଆ ବାନା ଲଗାଯାଇଛି। ଯାହାଦ୍ୱାରା ମନ୍ଦିରର ଶୋଭା ବଢ଼ିଛି। ମନ୍ଦିର ଚୂଡ଼ାରେ ଛୋଟ ବାନା ଜନସାଧାରଣଙ୍କ ଆଖିକୁ ଭଲ ଦେଖାଯାଉ ନଥିଲା। ଦେଉଳକୁ ଲକ୍ଷ୍ମୀ ଫେରି ଆସିଛନ୍ତି। ଭାରି ସୁନ୍ଦର ଦେଖାଯାଉଛି ଦେଉଳ।”



from Odisha Reporter http://bit.ly/2Vaqgbm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages