ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ମା’, ଝିଅ ଓ ଝିଆରୀର ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ମା’, ଝିଅ ଓ ଝିଆରୀର ଜୀବନ

ଢେଙ୍କାନାଳ(ରାଜଶ୍ରୀ ଶତ୍‌ପଥୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗ ଥାନା ସରାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ମା’, ଝିଅ ଓ ଝିଆରୀର ମୃତ୍ୟୁ ଘଟୁଛି। ମୃତକ ୩ ଜଣ ହେଲେ ନମିତା ଶତପଥି , ଶ୍ରାବଣୀ ଶତପଥି ଓ ଲଭଲି ଦେବତା।

ସୂଚନା ଅନୁଯାୟୀ, ତାଳଚେର କାକୁଡି ଗାଁରୁ ଏକ ସ୍କୁଟିରେ ନମିତା ଶତପଥି ତାଙ୍କ ଝିଅ ଶ୍ରାବଣୀ ଓ ତାଙ୍କ ଭାଇଙ୍କ ଝିଅ ଲଭଲି ଦେବତା ପରଜଙ୍ଗ ମୁଣ୍ଡେଈଲୋ ଗାଁକୁ ଆସୁଥିବା ବେଳେ ତାଙ୍କ ସ୍କୁଟିକୁ ଏକ କୋଇଲା ବୋଝେଇ ଟ୍ରକ ଧକ୍କାଦେଇଥିଲା। ଘଟଣା ସ୍ଥଳରେ ଶ୍ରାବଣୀ ଶତପଥିଙ୍କ ମୃତ୍ୟୁ ଘଟିଥିବାବେଳେ, ମେଡିକାଲରେ ଲଭିଲି ଦେବତା ଓ ନମିତା ଶତପଥିଙ୍କ ମୃତ୍ୟୁ ଘଟିଛି।



from Odisha Reporter http://bit.ly/2Vu1djP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages