ବୀଭତ୍ସ ପ୍ରତିଶୋଧ: ବାପା ହତ୍ୟାକାରୀଙ୍କ ହାତ ଓ ଗୋଡ଼ ଅଙ୍ଗୁଳି କାଟିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ବୀଭତ୍ସ ପ୍ରତିଶୋଧ: ବାପା ହତ୍ୟାକାରୀଙ୍କ ହାତ ଓ ଗୋଡ଼ ଅଙ୍ଗୁଳି କାଟିଦେଲେ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ):ବାପାଙ୍କୁ ହତ୍ୟାର ପ୍ରତିଶୋଧ। ଜେଲ୍ ଫେରନ୍ତା ଅଭିଯୁକ୍ତର ଦୁଇ ହାତ ସହ ଗୋଡର ଅଙ୍ଗୁଳି କାଟିଦେଲେ ୪ ପୁଅ । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଖମାର ଗାଁରେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ସୁରେନ୍ଦ୍ର କ୍ଷେତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।

୪ ପୁଅଙ୍କ ଅନ୍ୟ ୨ ଜଣ ମିଶି ମିଶି ତାଙ୍କ ଦୁଇ ହାତ ସହ ଦୁଇ ଗୋଡର ଅଙ୍ଗୁଳିକୁ କାଟି ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗାଁର ଲକ୍ଷ୍ମଣ ଖମାରୀ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଜେଲ୍ ଯାଇଥିଲେ ସୁରେନ୍ଦ୍ର କ୍ଷେତି। ତେବେ ଜେଲରୁ ମୁକୁଳିବା ପରେ ପ୍ରତିଶୋଧ ପରାୟଣ ହୋଇ ମୃତ ଲକ୍ଷ୍ମଣଙ୍କ ୪ ପୁଅଙ୍କ ସହ ଅନ୍ୟ ୨ ଜଣ ମିଶି ଏଭଳି ବୀଭତ୍ସକାଣ୍ଡ କରିଛନ୍ତି। କଣ୍ଟାମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।



from Odisha Reporter http://bit.ly/2Eoj8Tq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages