ପଶିଛନ୍ତି ୨୮ ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ପଶିଛନ୍ତି ୨୮ ହାତୀ

elephant

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଞ୍ଚଳକୁ ଏକ ଜଙ୍ଗଲୀ ହାତୀ ପଲ ଆସିଛନ୍ତି। ଏହି ହାତୀ ପଲରେ ୨୮ଟି ହାତୀ ଅଛନ୍ତି। ସୁନାବେଡା ଅଞ୍ଚଳର ପଏଁର ଓ ଅନୁପଗଡ଼ ଗାଁ ନିକଟରେ ଏହି ହାତୀମାନେ ଆସ୍ଥାନ ଜମାଇଛନ୍ତି।

elephant1ହାତୀମାନେ ଗାଁରେ ହୋଇଥିବା କଦଳୀ ଚାଷକୁ ବ୍ୟାପକ ମାତ୍ରାରେ ନଷ୍ଟ କରିଥିବା ସୂଚନା ମିଳିଛି।

ବନ ବିଭାଗର କର୍ମଚାରୀ ହାତୀପଲ ଉପରେ ନଜର ରଖିଛନ୍ତି। ଏହି ହାତୀ ପଲ ବଲାଙ୍ଗିର ଜିଲ୍ଲାରୁ ନୂଆପଡ଼ାକୁ ଆସିଥିବା ଜଣାପଡ଼ିଛି।



from Odisha Reporter http://bit.ly/2Hvg3D6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages