
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ସହାୟତା ହାତ ବଢ଼ାଇଛନ୍ତି। ଆମେରିକାରେ ରହୁଥିବା ପ୍ରତିଷ୍ଠିତ ଲେଖିକା ଶ୍ରୀମତୀ ମେହେଟ୍ଟା ଓଡ଼ିଶାର ବାତ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି। ବାତ୍ୟା ପ୍ରଭାବିତ ଓଡ଼ିଶାର ପୁନଃଗଠନ ପାଇଁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହ୍ୱାନ କରିବା ପରେ ଏବେ ସବୁ ମହଲରୁ ସହାୟତାର ସୁଅ ଛୁଟିବାରେ ଲାଗିଛି।
from Odisha Reporter http://bit.ly/2WamLpW
No comments:
Post a Comment